Deprecated: Methods with the same name as their class will not be constructors in a future version of PHP; TA_Content_Importer has a deprecated constructor in /home/cf7h99ngdt2c/public_html/wp-content/plugins/dotted-demo-content/importer/wordpress-importer.php on line 41

Deprecated: Methods with the same name as their class will not be constructors in a future version of PHP; dotted_Flickr_Widget has a deprecated constructor in /home/cf7h99ngdt2c/public_html/wp-content/themes/dotted/framework/widget/flickr.php on line 5
ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକ ଯୁବତୀ ଗିରଫ

Blog Single

04 Jul

ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକ ଯୁବତୀ ଗିରଫ

ମେରଠ ୪|୭: ମେରଠର ଏକ ଭିଆଇପି ଅଞ୍ଚଳରୁ ପୋଲିସ ସେକ୍ସ ର୍ୟାକେଟର ପର୍ଦ୍ଦା ଫାଶକରିଛି । ଟିପି ନଗର ପୋଲିସ ଏବଂ ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ସରସ୍ବତୀ ଲେନର ଏକ ଘରେ ଚଢାଉ କରିଥିଲା। ଚଢାଉ ବେଳେ ଜଣେ ଯୁବକ ଏବଂ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ସେହି ଘରୁ ଅନ୍ୟ ତିନି ଜଣ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ସେଠାରୁ କିଛି ଆପତ୍ତିଜନର ଜିନିଷ ମଧ୍ୟ ଜବତ ହୋଇଛି । ଏହାପୂର୍ବରୁ ଜାଗୃତି ବିହାର, ଶାସ୍ତ୍ରୀନଗର, ଗଙ୍ଗାନଗରରୁ ମଧ୍ୟ ସେକ୍ସ ର୍ୟାକେଟ୍ ଧରାପଡିଥିଲା । କଲୋନୀର ଲୋକମାନେ ମଧ୍ୟ ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିବାକୁ ପୋଲିସ ନିକଟରେ ଅନୁରୋଧ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କବାଡି ବଜାର ରେଡ୍ ଲାଇଟ୍ ଏରିଆରୁ ବାହାରିବା ପରେ ସେଠାରେ ରହୁଥିବା ଦେହଜୀବୀମାନେ ଏବେ ସହରର ପଂଶ କଲୋନୀରେ ନିଜର ଠିକଣା ଖୋଜୁଛନ୍ତି । ଏଭଳି ସୂଚନା ପାଇବା ପରେ ପୋଲିସ ଏବଂ ଏଏଚଟିୟୁ ଟିମ୍ ଟିପି ନଗର ସ୍ଥିତ ପଂଶ କଲୋନୀରେ ଚଢାଉ କରି ସେଠାରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛନ୍ତି ।

ଘଟଣାରେ ଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି ଯେ, ଏକ ଏନଜିଓର ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Related Posts

Leave A Comment