Deprecated: Methods with the same name as their class will not be constructors in a future version of PHP; TA_Content_Importer has a deprecated constructor in /home/cf7h99ngdt2c/public_html/wp-content/plugins/dotted-demo-content/importer/wordpress-importer.php on line 41

Deprecated: Methods with the same name as their class will not be constructors in a future version of PHP; dotted_Flickr_Widget has a deprecated constructor in /home/cf7h99ngdt2c/public_html/wp-content/themes/dotted/framework/widget/flickr.php on line 5
News Odia Archives - Biroyal

Category: News Odia

03 Jul

ବିଧାୟକଙ୍କୁ ନବୀନଙ୍କ ପରାମର୍ଶ:‘ଭୋଟ୍ ମାଗିବାବେଳେ ଯେମିତି ବିନମ୍ର ଥିଲ, ପ୍ରତିଶୃତି ମଧ୍ଯ ସେମିତି ପାଳନ କର’

ଭୁବନେଶ୍ୱର ୩/୭: ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବା ପରେ ଆଜି ବିଧାୟକଙ୍କ ବୈଠକ ଡାକିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବିଧାୟକଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିଛନ୍ତି । ଦଳର ସାଙ୍ଗଠନିକ...

[ read more ]
03 Jul

ଶହେ ଟଙ୍କାରୁ ଅଧିକ ଶସ୍ତା ହେଲା ପ୍ରତି ସିଲିଣ୍ଡର ରୋଷେଇ ଗ୍ୟାସ୍ , ସୋମବାରଠୁ ମିଳିବ ନୂଆ ଦରରେ

ନୂଆଦିଲ୍ଲୀ:  ଘରୋଇ ରୋଷେଇ ଗ୍ୟାସ୍ ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ କମ୍ପାନୀ। ପ୍ରତି ସିଲିଣ୍ଡର ମୂଲ୍ୟରେ ୧ଶହଟଙ୍କା ୫୦ ପଇସା ହ୍ରାସ ହୋଇଥିବା ବେଳେ ସାରା ଦେଶରେ ନୂଆ ଦରରେ ଗ୍ୟାସ ସିଲିଣ୍ଡର ସୋମବାର ଅର୍ଥାତ ଜୁଲାଇ ପହିଲାରୁ...

[ read more ]
03 Jul

ଅଚାନକ ପୋଲରୁ ଗାୟବ ହୋଇଯାଉଛି ଗାଡି : ଭିଡିଓ ଭାଇରାଲ

ଅପ୍ଟିକାଲ ଇଲ୍ୟୁଜନ ଅର୍ଥାତ ଦୃଷ୍ଟିଭ୍ରମ, ଏହିଭଳି କିଛି କିଛି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଦେଖଣାହାରୀ ଏହାକୁ ସତ ବୋଲି ମଧ୍ୟ ବିଶ୍ୱାସ କରିଥାନ୍ତି । ଏହା ପ୍ରକୃତରେ କଣ ? ଏହିଭଳି ଏକ ଭିଡିଓ ସୋସିଆଲ...

[ read more ]
03 Jul

କେନ୍ଦ୍ରାପଡା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

କେନ୍ଦ୍ରାପଡା ୨/୭ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ଲେଡିଜ ହଷ୍ଟେଲ୍ ରୁ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଆଜି ସନ୍ଧ୍ୟାରେ ହଷ୍ଟେଲ୍ ର ଅନ୍ୟ ଛାତ୍ରୀମାନେ...

[ read more ]
03 Jul

ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଓ ଠକେଇ, ଫେସବୁକରେ ବନ୍ଧୁତା ପଡିଲା ମହଙ୍ଗା

କୋଲକାତା୩|୭: ବାଙ୍ଗଲାଦେଶର ଜଣେ ୩୩ ବର୍ଷ ବୟସ୍କା ମହିଳାଙ୍କୁ ଭାରତରେ ଦୁଷ୍କର୍ମ ହୋଇଛି। ଗର୍ଭାଶୟରେ ସଂକ୍ରମଣ ଜନିତ ରୋଗରେ ପିଡୀତ ଏହି ବିଦେଶିନୀ ଚିକିତ୍ସା କରିବା ପାଇଁ  ଆସାମ ରାଜ୍ୟର ଗୌହାଟୀ  ଆସିଥିଲେ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଠକେଇ...

[ read more ]
03 Jul

ତ୍ରିକୋଣୀୟ ପ୍ରେମ : ସାଙ୍ଗକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ଝୁଲାଇଦେଲା ପଙ୍ଖାରେ

ଅଙ୍କଲେଶ୍ବର ୩/୬:  ଅଙ୍କଲେଶ୍ବରରେ ଈଶକୃପା କମ୍ପେ୍ଲକ୍ସରେ ସାଙ୍ଗର ରୁମରେ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିବା ମାମଲାରେ ପୋଷ୍ଟମୋର୍ଟମ୍ ରିପୋର୍ଟରେ ଏହା ଖୁଲାସା ହୋଇଥିଲା ଯେ ଯୁବତୀଙ୍କ ହତ୍ୟା କରାଯାଇଛି। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ମୃତ ଯୁବତୀଙ୍କର ଯାହା...

[ read more ]
03 Jul

ଚୋରି ହୋଇଥିବା ୫ଲକ୍ଷ ଟଙ୍କାର ଅମୁଲ୍ ପାଉଡର ଜବତ, ୩ ଗିରଫ

ଚୌଦ୍ବାର ୩|୭:  କଟକ ଜିଲ୍ଲା ଟାଙ୍ଗୀ ଥାନା ପୋଲିସ ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ଅମୁଲ୍ ପାଉଡର ଜବତ କରିଛି । ଏହି ଚୋରୀର ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଆଜି ଟାଙ୍ଗୀ...

[ read more ]
03 Jul

ଯୁକ୍ତ ଦୁଇ କାଉନସିଲର ଅବହେଳା ପାଇଁ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ

ବାସୁଦେବପୁର ୩|୭:  ଯୁକ୍ତ ଦୁଇ କାଉନସିଲର ଖାମଖିଆଲି ନୀତି ପାଇଁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କର ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଛାତ୍ରୀ ଜଣକ ହେଲେ ମନ୍ଦାରୀ କଲେଜ ମନ୍ଦାରୀର ଯୁକ୍ତ ଦୁଇର ଛାତ୍ରୀ ବର୍ଷ।ରାଣୀ ଦତ୍ତ । ବର୍ଷ।ରାଣୀ ପରୀକ୍ଷାରେ...

[ read more ]
02 Jul

ଏଣିକି ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍‌କୁ ମୋବାଇଲ ମନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍‌ଟକ୍‌  ଭିଜୁଆଲ୍ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି । SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି...

[ read more ]
02 Jul

ପୁଣି ମୃତଦେହକୁ ଅସମ୍ମାନ: ପାର୍କିଂ ସ୍ଥାନରେ ରଖିଲେ, ବାଇକ୍‌ରେ ବାନ୍ଧି ଘରକୁ ନେଲେ

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି।...

[ read more ]